ତଲସରା: ସବଡେଗା ଓ ବାଲିଶଙ୍କରା ବ୍ଳକରେ ବନ୍ଦକୁ ସମର୍ଥନ କରିବାକୁ ଅନୁରୋଧ କରି ବ୍ଳକ ଛକରେ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବ୍ଳକ ସଭାପତି
Talasara, Sundargarh | Jul 16, 2025
ଆସନ୍ତା କାଲି କଂଗ୍ରେସ ସମେତ ୮ ଗୋଟି ଦଳ ପକ୍ଷରୁ ଏଫଏମ କଲେଜ ଛାତ୍ରୀ ସୈମ୍ୟାଶ୍ର ବିଶି ଙ୍କର ମୃତ୍ୟୁ ଘଟଣା କୁ ନେଇ ଓଡିଶା ବନ୍ଦ ଡାକରା...