Public App Logo
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ନେହୁର ଷ୍ଟାଡିୟମ ଠାରେ ଆରମ୍ଭ ହେଲା ଭଦ୍ରକ ଜିଲ୍ଲା ମହୋତ୍ସବ "ଭଦ୍ରାୟଣୀ"-୨୦୨୬ ଆଜି ଉଦ୍ ଘାଟନ ରେ ଯୋଗଦେଲେ ଭଣ୍ଡାରିପୋଖରୀ ବିଧାୟକ - Bhadrak Rural News