ରାସଗୋବିନ୍ଦପୁର: ଶୁଳିଆପଦା ବ୍ଲକଅଫିସ ସଭାଗୃହରେ ବ୍ଲକସ୍ତରୀୟ ସାମାଜିକ ଜନଶୁଣାଣି ଶିବିର ଆୟୋଜିତ, ଯୋଗଦେଲେ ବିଡ଼ିଓଙ୍କ ସମେତ ଅନ୍ୟ ଅଧିକାରୀ
ଶୁଳିଆପଦା ବ୍ଲକଅଫିସ ସଭାଗୃହରେ ଆୟୋଜିତ ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ମଙ୍ଗଳବାର ଅପରାହ୍ନ ପାଞ୍ଚଟାରେ ଉଦଯାପିତ ହୋଇଯାଇଛି l ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅଧିକାରୀ ଲଲାଟେନ୍ଦୁ ସିଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡ଼ିଓ ଲକ୍ଷ୍ମୀସାଗର ମାଝୀ ସଂଯୋଜନା ଏବଂ ପରିଚାଳନା ଦାୟୀତ୍ୱ ତୁଲାଇଥିଲେ l