ବଲାଙ୍ଗୀର: କାଳ ବୈଶାଖୀ ପ୍ରଭାବରେ ଭୀମଭୋଇ ମେଡିକାଲ ପରିସରରେ ଭାଙ୍ଗିଥିବା ଡାଳକୁ ଝୁଲୁଥିବା ଅବସ୍ଥାରେ ଗଛରୁ ହଟାଇଲା ଅଗ୍ନିଶମ ବାହିନୀ