ବଲାଙ୍ଗୀର: ଶିଶୁ ଉଦ୍ୟାନ ଠାରେ ଜିଲ୍ଲାରେ ବଢୁଥିବା ମହିଳା ନିର୍ଯ୍ୟାତନା ପ୍ରତିବାଦରେ ପ୍ରତିକ୍ରିୟା ରଖିଲେ ବିଜେଡ଼ି ନେତ୍ରୀ
ବଲାଙ୍ଗିର ଶିଶୁ ଉଦ୍ୟାନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାରେ ବଢୁଥିବା ମହିଳା ନିର୍ଯ୍ୟାତନା ଘଟଣାକୁ ନେଇ ଚିନ୍ତା ପ୍ରକାଶ କଲେ ବିଜେଡ଼ି ନେତ୍ରୀ। ସେ କହିଥିଲେ, ମହିଳା ସୁରକ୍ଷା ପାଇଁ ସମାଜର ସବୁ ଶ୍ରେଣୀର ଲୋକ ଏକାତ୍ମକ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛନ୍ତି