ଧର୍ମଗଡ: ଚାକିରୀ ଆଶା ଦେଖାଇ ନିର୍ଯାତନା ଅଭିଯୋଗ,ବ୍ଲକ ଉପାଧ୍ୟକ୍ଷ ଙ୍କ ଉଦ୍ୟମରେ ରାଜସ୍ଥାନ ରୁ ଲଡ଼ୁଗାଁ ଅଂଚଳକୁ ପହଞ୍ଚିଲା ଉଦ୍ଧାର ଯୁବତୀ.
Dharamgarh, Kalahandi | Jul 18, 2025
ସୋସିଆଲ ମିଡିଆ ରେ ବନ୍ଧୁତା ସ୍ଥାପନ କରି ଜଣେ ଯୁବକ ଙ୍କ ପ୍ରଲୋଭନରେ ରାଜସ୍ଥାନ କୁ ନିଯୁକ୍ତି ପାଇଁ ଯାଇଥିବା ଜଣେ ଯୁବତୀ ଙ୍କୁ ନିର୍ଯ୍ୟାତନା...