କବିସୂର୍ଯ୍ୟନଗର: ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳାରେ ଚିତ୍ରାଙ୍କନ ପ୍ରତିଯୋଗିତା
ଓଡିଶା ଉଚ୍ଚ ନ୍ୟାୟାଳୟ,କଟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ତତ୍ୱାବଧାନରେ 'ଜିଲ୍ଲା ଆଇନ ସେବା ପ୍ରାଧିକରଣ' ତଥା 'ତାଲୁକା ଆଇନ ସେବା କମିଟି' ପକ୍ଷରୁ "ଚିତ୍ରାଙ୍କନ ପ୍ରତିଯୋଗିତା" ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଓ ଦୌରା ଜଜ୍ ତଥା କୋଦଳା ଲିଗାଲ ସର୍ଭିସେସ୍ କମିଟିର ଅଧ୍ୟକ୍ଷ ବିଶ୍ୱ ରଞ୍ଜନ ବେହେରା, ଯେ ଏମ ଏଫ ସି ଜର୍ଜ ଶୋଭନ କୁମାର ପଣ୍ଡା ଏବଂ ବରିଷ୍ଠ ଦେୱାନୀ ବିଚାରପତି ରେଖାରାଣୀ ପଣ୍ଡା ଉପସ୍ଥିତ ଥିଲେ। କୋଦଳା ସ୍ଥିତ କୋର୍ଟ ପରିସରରେ ଅନୁଷ୍ଠିତ "ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।