ଫୁଲବାଣୀ ସହର: କପିଳେଶ୍ୱର ନାୟକ ଙ୍କ ମୃତ ଦେହ ବଡ଼ିମୁଣ୍ଡା ପାଖ ଜଙ୍ଗଲ ରୁ ଉଦ୍ଧାର,ବାପା ଆନନ୍ଦେଶ୍ୱର୍ ଆଣିଲେ ହତ୍ୟା ଅଭିଯୋଗ,ଟିକାବାଲି ଥାନାରେ ଅଭିଯୋଗ