ସୁନ୍ଦରଗଡ ସହର: ଟାଉନ ପୋଲିସ ଦ୍ବାରା NTPC ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ରୋଡରୁ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ମାମଲାରେ ଅଟକ ଥିବା ଚାଳକ ବେଲ ବଣ୍ଡରେ ମୁକୁଳିଲେ