ସଦର: ଆସନ୍ତକାଲି ସକାଳ ୮.୩୦ ପର୍ଯ୍ୟନ୍ତ ଜିଲ୍ଲାକୁ ପ୍ରବଳ ବର୍ଷା, ଘଡ଼ଘଡି ଓ ଝଡ଼ତୋଫାନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
Sadar, Kalahandi | Jul 19, 2025
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲାକୁ ପ୍ରବଳ ବର୍ଷା, ଘଡଘଡି ଏବଂ ଝଡ଼ତୋଫାନ ସହ ପବନ ନେଇ ୟେଲୋ ୱାର୍ଣ୍ଣି ଜାରି...