ଜଗତସିଂହପୁର: ଜଗତସିଂହପୁର ଥାନା ପରିସରରେ ଜଗତସିଂହପୁର ପୋଲିସ ପକ୍ଷରୁ ଅଳଙ୍କାର ବ୍ୟବସାୟୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ
Jagatsinghapur, Jagatsinghpur | Jul 18, 2025
ଜଗତସିଂହପୁର ପୋଲିସ ପକ୍ଷରୁ ସହରର ସମସ୍ତ ଅଳଙ୍କାର ଦୋକାନୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ । ଆଜି ଅପରାହ୍ନ ୫ ଟା ସମୟରେ ଜଗତସିଂହପୁର ଥାନା...