Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ବରଗଡ: ବରଗଡ଼ ବିଧାୟକ ତାଙ୍କ କାର୍ଯ୍ୟାଳୟରେ ଦୈନିକ ବଜାର ବ୍ୟବସାୟୀ ସଂଘ ସହିତ ବିଭିନ୍ନ ସମସ୍ୟାକୁ ନେଇ କଲେ ଆଲୋଚନା

ବରଗଡ଼ ସହରର ଦୈନିକ ବଜାର ବ୍ୟବସାୟୀ ସଂଘ ସହ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କଲେ ବରଗଡ଼ ବିଧାୟକ | ମଙ୍ଗଳବାର ଅପରାହ୍ନ 4 ଘଣ୍ଟା ସମୟରେ ବରଗଡ଼ ବିଧାୟକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନତା ଦରବାରରେ ବରଗଡ଼ ସହରର ଦୈନିକ ବଜାର ସଂଘ ସହିତ ଆଗାମୀ ଦିନରେ ହେବାକୁ ଥିବା ବଜାରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ବିଧାୟକ | ଏହି ଅବସରରେ ଅନେକ ସମସ୍ୟାକୁ ନେଇ ମଧ୍ୟ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କଲେ ସଂଘର ସଦସ୍ୟ ମାନେ | ଆଗାମୀ ଦିନରେ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ କରାଯିବ ବୋଲି ଜଣାଯାଇଥିଲା ।

MORE NEWS