Public App Logo
Jansamasya
National
Delhi
Digitalindia
Didyouknow
Pmmsy
Constitutionday
Matsyasampadasesamriddhi
Fitwithfish
Fisheries
Nfdp
Samvidhandivas
Indianconstitution
Fidfimpact
Kisancreditcard
Valueaddition
South_delhi
North_delhi
Vandemataram
Dahd
West_delhi
North_west_delhi
Haryana
���ीएसटी
Cybersecurityawareness
Nextgengst
Happydiwali
Diwali2025
Railinfra4andhrapradesh
Responsiblerailyatri

ରେଢାଖୋଲ: ହାଟପଦା କଲ୍ୟାଣ ମଣ୍ଡପରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Rairakhol, Sambalpur | Nov 28, 2025
ହାଟପଦା କଲ୍ୟାଣ ମଣ୍ଡପରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ l ରେଢ଼ାଖୋଲ ହାଟପଦା ସ୍ଥିତ କଲ୍ୟାଣ ମଣ୍ଡପରେ ଶୁକ୍ରବାର ସକାଳେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଓ ବି.ଡବ୍ଲୁ.ଆଇ ର ମିଳିତ ଆନୁକୂଲ୍ୟରେ ଏକ ସଚେତନତା ମୂଳକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ସଂଘର ସଭାପତି ବିଜୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିର ରେଢ଼ାଖୋଲ ଓ ଆଠମଲ୍ଲିକ ଡିଭିଜନରୁ ଶତାଧିକ ସିଜନାଲ କର୍ମଚାରୀ ଓ ତୋଳାଳୀମାନେ ଯୋଗଦାନ କରିଥିଲେ।

MORE NEWS