ଛତ୍ରପୁର: ବ୍ରହ୍ମପୁର ବାପୁଜୀ ନଗର ଠାରେ ଜଣେ ଯୁବକଙ୍କୁ ଆକ୍ରମଣ ଘଟଣା, ଅଟୋନଗର ଠାରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ନିମଖଣ୍ଡି ପୋଲିସ