ତେଲକୋଇ: ନୂଆଗଡ଼ ଗାଁ ଅଞ୍ଚଳରେ ହାତୀପଲ,ଭୟର ଆତଙ୍କ ମଧ୍ୟରେ ଚାଷୀ,ଅଞ୍ଚଳରେ ଭୟର ବାତାବରଣ
ନୂଆଗଡ଼ ଗାଁ ଅଞ୍ଚଳରେ ହାତୀପଲ,ଭୟର ଆତଙ୍କ ମଧ୍ୟରେ ଚାଷୀ,ଅଞ୍ଚଳରେ ଭୟର ବାତାବରଣ । ଧାନ ଅମଳ ସମୟରେ ଦାଉସାଜିଛନ୍ତି ପଲୁଆ ହାତୀ । ରାତିତମାମ ଧାନଫସଲ ସୁରକ୍ଷା ପାଇଁ ଚାଷିଙ୍କ ମଧ୍ୟରେ ଏକପ୍ରକାର ଭୟର ଆତଙ୍କ । ଆଜି ରାତ୍ରୀ ୧୧ଟା ସମୟର ସୂଚନା ।