ତଲସରା: ଝାରବେଡ଼ା ସ୍ଥିତ ଡାଲମିଆ କଲେଜ ପ୍ରାଙ୍ଗଣରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ଯୋଗ ଦେଲେ ଏସପି
ସୁନ୍ଦରଗଡ଼ କୁତ୍ରା ବ୍ଳକ ଅନ୍ତର୍ଗତ ଝାରବେଡ଼ା ସ୍ଥିତ ଡାଲମିଆ କଲେଜ ପ୍ରାଙ୍ଗଣରେ ଆଜି ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବ ରେ ସୁନ୍ଦରଗଡ଼ ଏସପି ଅମ୍ରିତା ପାଲ କୈର ଅଂଶ କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ପଟେଲ ଙ୍କର ସଭାପତିତ୍ବରେ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ପୋଲିସ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ।