ରାଇଘର ଛେଳି କୁ ରାଷ୍ଟ୍ରୀୟ ମାନ୍ୟତା କେବେ ପତିକ୍ରିୟା ଦେଇ କହିଲେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ରାଧେଶ୍ୟାମ ଲାଇକ,OUAT ର ବିଶେଷଜ୍ଞ ମାନେ ରାଇଘର ଛେଳି ଉପରେ ଗବେଷଣା କରିଛନ୍ତି। ତିନି ଚାରି ବର୍ଷ ଧରି ଏହା ପଡ଼ି ରହିଛି ପୂର୍ବ ସରକାର ର ଅବହେଳା ଯୋଗୁଁ ହେଇ ପାରିନି ବର୍ତ୍ତମାନ ଏହି ସରକାର ପ୍ରାଧାନ୍ୟ ଦେବା ଆବଶ୍ୟକ ବୋଲି ଜିଲା ଚିକିତ୍ସା ଅଧିକାରୀ କହିଛନ୍ତି