ଢେଙ୍କାନାଳ ସଦର: ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ୬୯ ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୁହ କୁସ୍ତି ପ୍ରତିଯୋଗୀତା ଉଦ୍ଜାପିତ
ଢେଙ୍କାନାଳ ସହରସ୍ଥ ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ୬୯ ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୁହ କୁସ୍ତି ପ୍ରତିଯୋଗୀତା ମଙ୍ଗଳ ବାର ଦିନ ଅପରାହ୍ନ ୫ଟାରେ ଉଦ୍ଜାପିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟମାନଙ୍କରୁ ୯୬ ଜଣ ପ୍ରତିଯୋଗୀମାନେ ଯୋଗ ଦେଇଥିଲେ । ଏହି ଉତ୍ସବରେ ଓଡିଶା କୁସ୍ତି ସଂଘର ସଂପାଦକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏବଂ ଅନ୍ୟାନ୍ୟ ଅତିଥିମାନେ ମଞ୍ଚାସିନ ହୋଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ବିନୀତା ସେନାପତିଙ୍କ ସଭାପତିତ୍ୱରେ ଉତ୍ସବ ଅନୁଷ୍ଠିତ ହୋଇଥିଲା |୧୪ ଏବଂ ୧୭ ବର୍ଷରୁ କମ ବାଳକ କାଳିକାମାନେ କୁସ୍ତି ପ୍ରତିଯୋଗିତ