କଣ୍ଟାମାଳ: ଝଗୁଡୁପାଳି ରାସ୍ତା ଉମା ଓ ପିଣ୍ଡାପଦର ରେ ଚଢ଼ାଉ 3ଗିରଫ ଦେଶୀ ମଦ ଜବତ
3ଟି ପୃଥକ ସ୍ଥାନରେ ଚଢ଼ାଉ 3ଅଭିଯୁକ୍ତ ଗିରଫ ବିପୁଳ ମଦ ଜବତ କଣ୍ଟାମାଲ ଅବକାରୀ ବିଭାଗ ପକ୍ଷରୁ ବ୍ଲକର 3ଟି ସ୍ଥାନରେ ଛାଡଢାଉ କରି ବିପୁଳ ମଦ ଜବତ ଶହ ଅଭିଯୁକ୍ତ ଗିରଫ କରିଛି I ସୂଚନା ମତେ ପିଣ୍ଡାପଦର ରାସ୍ତା ରେ ଚଢ଼ାଉ କରି 9ଲିଟର ଉର୍ଦ୍ଧ ମଦ ଶହ ଉତ୍ତମ ଅମାତ କୁ ଗିରଫ କରିଛି ଅବକାରୀ ବିଭାଗ ସେହି ଭଳି ଝଗୁଡୁପାଳି ରେ ଚଢ଼ାଉ କରି 8ଲିଟର ଉର୍ଦ୍ଧ ଦେଶୀ ମଦ ସହ ରାଜେନ୍ଦ୍ର ବସ୍ତିଆ କୁ ଗିରଫ କରିଥିବା ବେଳେ ଉମା ରାସ୍ତା ରୁ 9ଲିଟର ଦେଶୀ ମଦ ଶହ ଜଳନ୍ଧର ସାହୁ କୁ ଗିରଫ କରିଛି I 3ଟି ମାମଲା ରୁଜୁ କରି ସମସ୍ତ ଙ୍କୁ ଆଜି କୋଟଚାଲାଣ ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି I