ନନ୍ଦପୁର ଅଂଚଳ ର ଜଣେ ବେଶ ଜଣାଶୁଣା ବିଜେଡି ଯୁବ ନେତା ମୁନା ଦଳପତି ଙ୍କ ପିତୃ ବିୟୋଗ ହୋଇଯାଇଛି l ସ୍ବର୍ତଗ ସମାଜ ସେବୀ କିଶୋର କୁମାର ଦଳପତି ମୃତ୍ୟୁ ବେଳକୁ ତାଙ୍କୁ 85 ବର୍ଷ ହୋଇଥିବା ବେଳେ ମଙ୍ଗଳବାର ସକାଳୁ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ତାଙ୍କ ପ୍ରାଣ ବାୟୁ ଉଡ଼ି ଯାଇଥିଲା l ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ଅଂଚଳ ରେ ଶକାକୁଳ ପରିବେଶ ସୃଷ୍ଟି ହୋଇଥିଲା l