ଓରିଏଣ୍ଟ: ବ୍ରଜରାଜନଗର ପୌରପରିଷଦ ଅଧ୍ୟକ୍ଷଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ରଜରାଜନଗର ଟନେଲ ବ୍ରିଜ ନିକଟ ଡ୍ରେନ ସଫେଇ କାର୍ୟ୍ଯ ଆରମ୍ଭ
Orient, Jharsuguda | Jul 18, 2025
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌର ପରିଷଦ ପକ୍ଷରୁ ପୌର ପରିଷଦ ର ବିଭିନ୍ନ ଡ୍ରେନ ଗୁଡିକର ସଫେଇ ପାଇଁ ଡ୍ରେନ ସଫେଇ କାର୍ଯ୍ୟ ଆରମ୍ଭ...