ଜୁଜୁମୁରା: ଜୁଜୁମୁରା ହକି ଷ୍ଟାଡିୟମ୍ ଠାରେ ଭାରତୀୟ ହକିର ୧୦୦ ବର୍ଷ ପୂର୍ତ୍ତି ମହା ଆଡ଼ମ୍ବରରେ ପାଳିତ
ଜୁଜୁମୁରା ହକି ଷ୍ଟାଡିୟମ୍ ଠାରେ ଭାରତୀୟ ହକିର ୧୦୦ ବର୍ଷ ପୂର୍ତ୍ତି ମହା ଆଡ଼ମ୍ବରରେ ପାଳିତ lଯୁଯୋମୁରା ସ୍ଥିତ ହକି ଷ୍ଟାଡିୟମ୍ ଠାରେ ଶୁକ୍ରବାର ସକାଳେ ହକି ଇଣ୍ଡିଆ ର ୧୦୦ ତମ ବର୍ଷ ପୂର୍ତ୍ତି ବହୁ ଆଡମ୍ବର ସହକାରେ ପାଳନ ହୋଯାଇଛି l ଜାତୀୟ କ୍ରୀଡା କ୍ଷେତ୍ରରେ ସ୍ଵର୍ଣ ଅକ୍ଷରରେ ଲିପିବଦ୍ଦ ଥିବା, ହକି ତାର ୧୦୦ ତମ ପ୍ରତିଷ୍ଠା ଦିବସ ପଦ୍ମଶ୍ରୀ ଦିଲୀପ ତୀର୍କୀ ଙ୍କ ନେତୃତ୍ବାଧୀନ ହକି ଇଣ୍ଡିଆ ତରଫରୁ ଆଜି ସାରା ଭାରତରେ ପାଳିତ ହେଉଅଛି l ଶହେ ବର୍ଷ ପୂର୍ବରୁ ଠିକ ଆଜି ଦିନରେ ଗ୍ୱାଳିଅର ଠାରେ ୭ ନଭେମ୍ବର ୧୯୨୫ ରେ ହକି ଇଣ୍ଡିଆ ତାର ପ୍ରଥମ ବୈଠକ ବସିଥିଲା l