ଢେଙ୍କାନାଳ ସଦର ଥାନା ଭାପୁର ରାସ୍ତାର ଲମ୍ବୋଦର ପୁର ଗ୍ରାମ ନିକଟରେ ଏକ ଦୁର୍ଘଟଣାରେ ଜଣେ ଫରେଷ୍ଟର ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ମୁତାବକ ଭାପୁର ଫରେଷ୍ଟର ରଂଜନ କୁମାର ସିଂହ ବାଇକରେ ଯାଉଥିବା ବେଳେ ଲମ୍ବୋଦର ପୁର ଗ୍ରାମ ନିକଟରେ ଏବଂ ଷଣ୍ଢ ସହିତ ବାଇକ ଦୁର୍ଘଟଣା ଘଟି ଫରେଷ୍ଟର ଗୁରୁତର ହୋଇଥିଲେ । ତାଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।