ରାଜଗାଙ୍ଗପୁର: ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ଖେଳାଳୀ ଚୟନ ପ୍ରତିଯୋଗିତା ଉଦଯାପିତ
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକର ସରଗୁ କିସାନ ହାଇସ୍କୁଲ ପ୍ରାଙ୍ଗଣରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଜିଲ୍ଲା ସ୍ତରୀୟ ଫୁଟବଲ ଖେଳାଳୀ ଚୟନ ପ୍ରତିଯୋଗିତା ଆଜି ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଛି। ଏହି କାର୍ଯ୍ୟକ୍ରମରେ କୁତ୍ରା ବିଡ଼ିଓ ଗୋପୀନାଥ ଖାଖା ମୁଖ୍ୟ ଅତିଥି ଭାବ ରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।