ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: କଂଗ୍ରେସର ଓଡିଶା ବନ୍ଦ କୁ ନେଇ ୟୁନିଟ -2ବାସଭଵନ ରେ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ଅରୁଣ ସାହୁ
Bhubaneswar M Corp, Khordha | Jul 17, 2025
ଯେକୌଣସି ଦଳ ହେଉ, ଯେଉଁମାନେ ସୌମ୍ୟଶ୍ରୀ ପ୍ରସଙ୍ଗରେ ବିଜେପି ସରକାର ବିରୁଦ୍ଧରେ ଲଢିବ ସେମାନଙ୍କ ପ୍ରତି ବିଜେଡ଼ିର ନୈତିକ ସମର୍ଥନ ରହିବ।...