ରାହାବେରେଣି ଗାଁ ନିକଟ ଚାଷ ଜମିରେ ସୋମବାର ରାତି ୧୦ଟାରେ ହାତୀ ପଲଙ୍କ ଉପଦ୍ରବ ଚିନ୍ତାରେ ଚାଷୀ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ରହାବେରେନି ଗାଁ ନିକଟ ଚାଷ ଜମିରେ ହାତୀ ପଲଙ୍କ ଉପଦ୍ରବ ଚିନ୍ତାରେ ଚାଷୀ।ସୂଚନା ଅନୁଯାୟୀ ହାତୀ ପଲ ଜଙ୍ଗଲ ଛାଡ଼ି ଖାଦ୍ୟ ଅନେଷ୍ଵଣରେ ଗାଁ ମୁହାଁ ହେଉଛନ୍ତି ଯାହା ଫଳରେ ଧନ ଜୀବନ ନଷ୍ଟ ହେବା ସହ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ତେବେ ବନ ବିଭାଗ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।