ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତେଣ୍ଟୁଆପଡା ଗ୍ରାମ ର ଏକ ଡକାୟତି ଘଟଣାରେ ଅନ୍ୟତମ ଅଭିଯୁକ୍ତକୁ ଗିରଫ କରିଲା ନୂଆଙ୍ଗା ପୋଲିସ ପ୍ରଶାସନ ।
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତେଣ୍ଟୁଆପଡା ଗ୍ରାମ ର ଏକ ଡକାୟତି ଘଟଣାରେ ଅନ୍ୟତମ ଅଭିଯୁକ୍ତକୁ ଗିରଫ କରିଲା ନୂଆଙ୍ଗା ପୋଲିସ ପ୍ରଶାସନ । ଉକ୍ତ ଅଭିଯୁକ୍ତ କୁ ମହାରାଷ୍ଟ୍ର ରୁ ଗିରଫ କରାଯାଇଥିବାର ପୋଲିସ ପ୍ରଶାସନ ଆଜି ଦିନ 10 ଟାରେ ସୂଚନା ଦେଇଥିବା ବେଳେ ଗ୍ରାମ ରେ ଘଟଣା ଘଟାଇ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ମହାରାଷ୍ଟ୍ର ରୁ ଗିରଫ କରାଯାଇଥିବା ପୋଲିସ ପ୍ରଶାସନ ସୂଚନା ଦେଇଛି ।