ତେଲକୋଇ: ଉଦୟଗିରି ବାଦୁଡ଼ିଝରା ଅଞ୍ଚଳରେ ଧାନ ଚାଷକୁ ନଷ୍ଟ କରୁଛନ୍ତି ପଲୁଆ ହାତୀ
କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଉଦୟଗିରି ବାହୁଡ଼ି ଝରା ଅଞ୍ଚଳରେ ପଲୁଆ ହାତୀ ,ଧାନ ଚାଷକୁ ନଷ୍ଟ କରୁଛନ୍ତି ହାତୀପଲ ,ଚାଷିଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି । ହାତୀଙ୍କୁ ନଜର ରଖିଛି ଆଜି ୧୧.୩୦ ମି. ସମୟରେ ତେଲକୋଇ ବନବିଭାଗ ।