ଭୋଗରାଇ: କୁସୁଡ଼ା ପଞ୍ଚାୟତରେ ସରକାରୀ ଗୃହ ଯୋଜନାରେ ଲାଞ୍ଚ ଅଭିଯୋଗ , ପ୍ରତିକ୍ରିୟା ରଖି ତଦନ୍ତ ଦାବି କଲେ ହିତାଧିକାରୀ
କୁସୁଡ଼ା ପଞ୍ଚାୟତରେ ସରକାରୀ ଗୃହ ଯୋଜନାରେ ଲାଞ୍ଚ ଅଭିଯୋଗ , ପ୍ରତିକ୍ରିୟା ରଖି ତଦନ୍ତ ଦାବି କଲେ ହିତାଧିକାରୀ , ଏହି ପଞ୍ଚାୟତ ପ୍ରାୟ ୧୦ ରୁ ଉର୍ଦ୍ଧ୍ବ ଗୃହ ରେ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଥିବା ବେଳେ ସମ୍ପୁକ୍ତ ଅଫିସରଙ୍କ ପଞ୍ଚାୟତରେ ଦେଖା ମିଳିନଥିବା ଲୋକେ ଅଭିଯୋଗ କରିଛନ୍ତି ।