ଆନନ୍ଦପୁର: ଚୋରଗଡ଼ିଆ ଛକରେ ବାଇକ ଦୁର୍ଘଟଣାରେ ଜଣେ ଆହତ
ଆନନ୍ଦପୁର ଭଦ୍ରକ ରାସ୍ତାର ଚୋରଗଡ଼ିଆ ଛକ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଆହତ ହୋଇଥିବା ଜଣା ଯାଇଛି। ଘଟଣାଟି ଘଟିଛି ଆଜି ରାତି୮ଟା ବେଳେ। ଆହତ ଙ୍କ ଘର ବାହିଆ ଗ୍ରାମରେ ବୋଲି ଜଣା ପଡ଼ିଛି । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇ ଛନ୍ତି ।