ଓରିଏଣ୍ଟ: ଦିନତମାମ ସର୍ଚ୍ଚ ଅପରେସନ ପରେ ମଧ୍ୟ ମହାଦେଵପାଲି ନିକଟ ଭେଡେନ ନଦୀରେ ଭାସିଯାଇ ନିଖୋଜ ଥିବା ବ୍ୟାଙ୍କ କର୍ମଚାରୀଙ୍କ ମିଳିନାହିଁ ସନ୍ଧାନ
Orient, Jharsuguda | Jul 18, 2025
ଝାରସୁଗୁଡା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ମହାଦେଵପାଲି ଶିବ ମନ୍ଦିର ନିକଟ ଭେଡେନ ନଦୀରେ ଗତକାଲି ଭାସିଯାଇ ନିଖୋଜ ଥିବା ବ୍ୟାଙ୍କ...