ତେଲକୋଇ: ବାଲେଶ୍ଵର ଗାଁ ଅଞ୍ଚଳର ଲୋକଙ୍କ ନିଦ ହଜେଇ ଦେଇଛି ଗୋଠଛଡ଼ା ଦନ୍ତା ,ଗାଁରେ ଭୟର ବାତାବରଣ
ତେଲକୋଇ ରେଞ୍ଜ ବାଲେଶ୍ଵର ଗାଁରେ ଗୋଠଛଡ଼ା ଦନ୍ତା ହାତୀର ଉତ୍ପାତ ଧାନ ଫସଲ, ପନିପରିବାଫସଲକୁ ନଷ୍ଟ କରି ଗାଁ ମୁଁହା ହେଉଛି ହାତୀ ,ନଜର ରଖିଛି ବନବିଭାଗ , ମଙ୍ଗଳ ବାର ରାତ୍ରୀ ୧୧.୫୦ ମି. ସମୟର ସୂଚନା l