ବୀରମିତ୍ରପୁର: ନୂଆଗାଁ ବ୍ଲକର ସୋରଡ଼ା ଗ୍ରାମପଞ୍ଚାୟତ ପରିସରରେ ଗ୍ରାମପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ନୂଆଗାଁ ବ୍ଲକର ସୋରଡ଼ା ଗ୍ରାମପଞ୍ଚାୟତ ପରିସରରେ ଗ୍ରାମପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି।ଏଥିରେ ନୂଆଗାଁ ବିଡ଼ିଓ ଜ୍ୟୋତି ବିକାଶ ଦାଶ ଉପସ୍ଥିତ ରହି ଲୋକମାନଙ୍କର ଅଭିଯୋଗ ଶୁଣିଥିଲେ।ଏଥିରେ ଶିକ୍ଷା ବିଭାଗରୁ ଏବିଇଓ ଵାନେ କେଛୁଆ,ସିଡିପିଓ ସାବିତ୍ରୀ ରଣା,ସୁରେଶ ସାହୁ,ସ୍ଵାସ୍ଥ୍ୟ,କୃଷି ପ୍ରମୁଖ ବିଭାଗର କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ।ଏହି ଅଭିଯୋଗ ଶୁଣାଣିରେ ୧୪ଟି ଅଭିଯୋଗ ସ୍ଥାନ ପାଇଥିଲା।ସେଗୁଡିକ ମଧ୍ୟରେ ମୁଖ