ଛେଣ୍ଡିପଦା: ଜୋରାଡ଼ଙ୍ଗା ଗାଁରେ ହାତୀ ଆକ୍ରମଣ ରେ ଗୋଟିଏ ଦିନରେ ଦୁଇ ଜଣଙ୍କ ମୁତ୍ୟୁ |
ଛେଣ୍ଡିପଦା ବନାଞ୍ଚଳ ଜୋରାଡ଼ଙ୍ଗା ଗାଁରେ ଗୋଟିଏ ଦିନରେ ଦୁଇ ଜଣଙ୍କୁ ହାତୀପାଲ ଦଳିଦେଲେ l ହାତୀ ଆକ୍ରମଣରେ ଜୋରଡ଼ଙ୍ଗା ଗାଁର ଚେରୁ ଦେହୁରୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସେହି ଗାଁର ରଜନୀ ବେହେରା ଗୁରୁତର ଆହତ ହୋଇ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ମୃତ୍ୟୁ ଘଟିଛ | ସୂଚନା ଯେ ଜୋରାଡ଼ଙ୍ଗା ଗାଁର ଚେରୁ ଦେହୁରୀ ଗାଁ ନିକଟସ୍ଥ ବିଲକୁ ଯାଉଥିବା ବେଳେ ହାତୀପଲ ହାବୁଡ଼ରେ ପଡିଯାଇଥିଲେ | ଖବର ପାଇଁ ଛେଣ୍ଡିପଦା ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଁଚି ହାତୀପଲଙ୍କୁ ଘଉଡ଼ାଥିଲା| ତେବେ ଘଟଣାକୁ ନେଇ ଗାଁରେ ତୀବ୍ର ଉତ୍ତେଜନା ହେବାରୁ ଲୋକଙ୍କୁ ବୁଝାସୁଛା କରିଛି