ଗୁରୁବାର ସକାଳ ୭ଟା ସମୟରେ ଖନ୍ତାପଡା ରେଲୱେ ଷ୍ଟେସନ ଠାରେ ଟ୍ରେନ ରୁ ଖସିପଡି ଜଣେ ଯୁବକ ଗୁରୁତର ହୋଇଥିଲେ।ଯୁବକଙ୍କ ପରିଚୟ ମିଳି ନଥିବା ବେଳେ ଘଟଣା ସ୍ଥଳରୁ ଗୁରୁତର ଯୁବକ ଙ୍କୁ ୧୦୮ ଆମ୍ବୁଲାନ୍ସ ଉଦ୍ଧାର କରି ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଯୁବକଙ୍କ ପରିଚୟ ମିଳିନଥିବା ଜଣାପଡିଛି।