Public App Logo
Jansamasya
National
South_delhi
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
Worldenvironmentday
Beattheheat

ରେଢାଖୋଲ: ଡିମିରିକୁଦା ଗାଁ ନିକଟରେ ଗାଡ଼ି ଧକ୍କାରେ , ମା ପୁଅ ମୃତ ଘଟଣା , ଫେରାର ଗାଡ଼ି ଜବତ ଜଣେ ଗିରଫ, ସନ୍ଦେହରେ ପୋଲିସର ଭୂମିକା

Rairakhol, Sambalpur | Nov 10, 2025
ଡିମିରିକୁଦା ଗାଁ ନିକଟରେ ଗାଡ଼ି ଧକ୍କାରେ , ମା ପୁଅ ମୃତ ଘଟଣା , ଫେରାର ଗାଡ଼ି ଜବତ ଜଣେ ଗିରଫ , ସନ୍ଦେହରେ ପୋଲିସର ଭୂମିକା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ଡିମିରିକୁଦା ଗାଁ ନିକଟରେ ଗତ ରବିବାର ସଂଧ୍ୟାରେ ଅଜଣା ଗାଡ଼ି ଧକ୍କାରେ ମା ଓ ପୁଅଙ୍କ ମୃତ୍ୟୁ ହୋଇଥିଲା । ବାଇକ କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା । ଏହି ଦୁର୍ଘଟଣା କୁ ନେଇ ପୋଲିସ ତଦନ୍ତ କରି ବାଇକ କୁ ଧକ୍କା ଦେଇଥିବା ଏକ ୱଆଗନର କାର କୁ ସୋମବାର ସକାଳେ ପୋଲିସ ଡିମିରିକୁଦା ନିକଟ ବନ ବିଭାଗର ସିଜର ଗୋଦାମରୁ ଜବତ କରିବା ସହ ଜଣକୁ ଗିରଫ କରିଛି ।

MORE NEWS