ଆଠମଲ୍ଲିକ: ମଦ ଜବତ ଜଣେ ଗିରଫ ଆଠମଲ୍ଲିକ ପୋଲିସ ମଙ୍ଗଳବାର ଦିନ ଆଠମଲ୍ଲିକ ଥାନା ବନ୍ଧୁ ପାଲି ଗ୍ରାମରେ ଚଢଉ କରି ପିଣ୍ଟୁ ସାହୁ ଙ୍କ ଠାରୁ ୬ ଲିଟର ଚୋରା
Athmallik, Angul | Jul 16, 2025
ପାଉଚ ମଦ ଜବତ କରା ଯାଇଛି । ଏଥିସହ ତାଙ୍କୁ ଗିରଫ କରା ଯାଇଛି । ପୋଲିସ କହିଛି ଯେ ପିଣ୍ଟୁ କିଛି ମାସ ହେବ ବେଇଆନ ଭାବରେ ଘରେ ଚୋରା ମଦ...