ଜଗତସିଂହପୁର: ଯାହାନପୁର ପଞ୍ଚାୟତରେ ହତ୍ୟାକାଣ୍ଡ ଘଟଣା, ମୃତ ଛାତ୍ରଙ୍କ ପରିବାରକୁ ଭେଟିଲେ ସ୍ଥାନୀୟ ବିଧାୟକ
Jagatsinghapur, Jagatsinghpur | Jul 18, 2025
ଯାହାନପୁର ପଞ୍ଚାୟତ ରେ ଘଟିଥିବା ଲୋମହର୍ଷକାରି ମର୍ଡ଼ର ମୃତ ଛାତ୍ର ସୁମନ ଦାସ ଙ୍କ ପରିବାର ବର୍ଗ ଙ୍କୁ ଭେଟି ସମେବେଦନା ଜଣାଇଛନ୍ତି...