ତେଲକୋଇ: ଟୁଙ୍ଗୁରୁବାହାଳ ଗାଁ ରେ ଶୋକାକୂଳ ପରିବେଶ ,ମୃତ୍ୟୁ ବି ଏମିତି ଆସେ,ଭାବବତ ଶୁଣି ଫେରିଲା ବେଳେ ଟଳି ପଡିଲେ ଆଶା
ଟୁଙ୍ଗୁରୁବାହାଳ ଗାଁ ରେ ଶୋକାକୂଳ ପରିବେଶ ,ମୃତ୍ୟୁ ବି ଏମିତି ଆସେ,ଭାବବତ ଶୁଣି ଫେରିଲା ବେଳେ ଟଳି ପଡିଲେ ଆଶା,ମୃତ୍ୟୁ ଘୋଷଣା କଲେ ଡାକ୍ତର ମୃତ୍ୟୁ ବି ଏମିତି ଆସେ,ଭାଗବତ ପୁରାଣ ପାଠ ଶୁଣି ଘରକୁ ଫେରିବା ବେଳେ ବାଟରେ ଟଳି ପଡିଲେ ଆଶା,ଡାକ୍ତରଖାନାରେ ମୃତ୍ୟୁ ଘୋଷଣା କଲେ ଡାକ୍ତର,ଏମିତି ଏକ ଅଭାବନୀୟ ଘଟଣା ଘଟି ଯାଇଛି କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ, ତେଲକୋଇ ଥାନା ଜଗମୋହନପୁର ପଞ୍ଚାୟତ ଅନ୍ତର୍ଗତ ଟୁଙ୍ଗୁରୁବାହାଳ ଗ୍ରାମର ପାଦୁକ ସାହୁଙ୍କ ସହଧର୍ମିଣୀ ମଞ୍ଜରୀ ସାହୁ, ବୟସ ୫୬ ବର୍ଷ,ଆଶା ଦିଦି ଭାବେ ଦୀର୍ଘ ୧୫ ବର୍ଷରୁ ଅଧିକ ଦିନ କାମ କରିଆସୁଥିଲେ ଆଜି ପୂର୍ବାହ୍ନ ୧୧