ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ପରିମଳ ଜରିଆ ରେ ଗ୍ରାମ୍ୟ ସମୃଦ୍ଧି ସଂକ୍ରାନ୍ତୀୟ ବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଆଜି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଦ୍ବାରା ପରିମଳ ଜରିଆ ରେ ଗ୍ରାମ୍ୟ ସମୃଦ୍ଧି ସଂକ୍ରାନ୍ତୀୟ ବ୍ଲକ୍ ସ୍ତରୀୟ ଏକ ଦୀବସିୟ ପ୍ରଶିକ୍ଷାର୍ଥୀଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏ ନେଇ ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟ ତରଫରୁ ସଂଧ୍ଯା ୬ଟା ସମୟରେ ସୂଚନା। ଉକ୍ତ କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ, ସରପଞ୍ଚ, ୱାର୍ଡ ମେମ୍ବର, ଆସା କର୍ମି, ଅଙ୍ଗନାବାଡି କର୍ମି,ସିଆରପି,ପ୍ରମୁଖ ଉପସ୍ଥିତ ଥିଲେ।