ପୁରୀ ମ୍ୟୁନିସିପାଲଟି: ଭୁବନେଶ୍ୱର ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦ ପକ୍ଷରୁ scs କଲେଜ ରକ୍ତଦାନ ଶିବିର କୁ ଉଦଘାଟନ ଦେଲେ ମହାମହିମ ରାଜ୍ୟପାଳ ଓ ସାଂସଦ l
Puri M, Puri | Sep 17, 2025 ଭୁବନେଶ୍ୱର ର ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦ ପକ୍ଷରୁ ପୁରୀ scs କଲେଜ ଠାରେ ଆୟୋଜିତ ରକ୍ତଦାନ ଶିବିର ଉଦଘାଟନ କଲେ ମହା ମହିମ ରାଜ୍ୟପାଳ ଓ ପୁରୀ ସାଂସଦ l ଆଜି ଦିନ 12 ସମୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l