ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକର ଖମାରିଗାଁ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିଛନ୍ତି ବ୍ଳକର ପ୍ରଶାସନିକ ଅଧିକାରୀ ।
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକର ଖମାରିଗାଁ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିଛନ୍ତି ବ୍ଳକର ପ୍ରଶାସନିକ ଅଧିକାରୀ । ଆଜି ଦିନ 11 ଘଣ୍ଟ ସମୟରେ ବ୍ଳକର ପ୍ରଶାସନିକ ଅଧିକାରୀ ଉକ୍ତ ଗ୍ରାମ ପଞ୍ଚାୟତ ରେ ପହଞ୍ଚି ଗ୍ରାମ ପଞ୍ଚାୟତ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମିକ୍ଷା କରିଥିବା ଜଣାପଡିଛି ।