ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଟଙ୍କା ପାଇଁ ମହିଳା କନେଷ୍ଟବଳ ଙ୍କୁ କରାଯାଇ ଥିଲା ହତ୍ୟା, ପୋଲିସ କମିସନର ଙ୍କ ଅଫିସରେ ସୁରେଶ ଦେବଦତ୍ତ ସିଂଙ୍କ ପ୍ରତିକ୍ରିୟା
କମିଶନରେଟ୍ ପୋଲିସର ମହିଳା ଟ୍ରାଫିକ୍ କନଷ୍ଟେବଲ ଶୁଭମିତ୍ରା ସାହୁ ନିଖୋଜ ଘଟଣାର ପର୍ଦ୍ଦାଫାସ ହୋଇଛି। ଶୁଭମିତ୍ରାଙ୍କୁ ତାଙ୍କ ସ୍ୱାମୀ ତଥା ପ୍ରେମିକ କନଷ୍ଟେବଲ ଦୀପକ ରାଉତ ତଣ୍ଟି ଚିପି ହତ୍ୟା କରିଛି। ଭୁବନେଶ୍ୱରରେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଦୁଇ ସହଯୋଗୀଙ୍କ ସହ ତାଙ୍କୁ କେନ୍ଦୁଝର ଜିଲ୍ଲା ଘଟଗାଁର ଏକ ଜଙ୍ଗଲରେ ପୋତି ଦେଇଥିଲା।