ଟିଟିଲାଗଡ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ କାର୍ଯ୍ୟକ୍ରମ ବିଷୟରେ ଟିଟିଲାଗଡ଼ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନଙ୍କ ସୂଚନା
ଆଜି ଦେଶର ଯଶଶ୍ଵି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ। ଏହାକୁ ଦୃଷ୍ଟିରେ ରଖି ଟିଟିଲାଗଡ଼ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରିଛନ୍ତି। କୌଣସି ବ୍ୟକ୍ତି ରକ୍ତ ଅଭାବରୁ ଜୀବନ ନ ହାରୁ ତଥା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଉପଲକ୍ଷେ ଏକ ଉପହାର ସଦୃଶ ତାଙ୍କୁ ଭେଟି ଦେବା ସହ ସେବା ମନୋବୃତି ରଖି ଆଜିର ସମାଜରେ ଯେଉଁମାନେ ପ୍ରଧାନମନ୍ତ୍ରୀଙ୍କୁ ଭଲ ପାଉଛନ୍ତି ତଥା ରକ୍ତର ଅଭାବ ମେଟାଇବା ନିମନ୍ତେ ଏହି ରକ୍ତଦାନ ଶିବିରର ଆୟୋଜନ କରିଛୁ ବୋଲି ଆୟୋଜକ ଶ୍ରୀ ନବୀନ ଜୈନ କହିଛନ୍ତି। ସକାଳ ନ ଟା ସମୟରେ ଏହି ରକ୍ତଦାନ ଶିବିର