ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ବିପଦର ବନ୍ଧୁ ଓ ପୋଲିସ ପ୍ରଶାସନ ସହାୟତାରେ ଜଣେ ମାନସିକ ବିକାର ଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରାଯାଇଛି ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ବିପଦର ବନ୍ଧୁ ଓ ପୋଲିସ ପ୍ରଶାସନ ସହାୟତାରେ ଜଣେ ମାନସିକ ବିକାର ଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରାଯାଇଛି । ଏହା ଆଜି ଦିନ 2 ଘଣ୍ଟ ସମୟରେ ହୋଇଥିବାର ଖବର ମିଳିଥିବା ବେଳେ ଉଦ୍ଧାର ମାନସିକ ବିକାର ଗ୍ରସ୍ତ ମହିଳାଙ୍କୁ ଆଶ୍ରମରେ ରଖାଯାଇଥିବାର ଖବର ମିଳିଛି ।