ସୋନପୁର: ଗଜବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସାମ୍ବାଦିକ ସମ୍ମିଳନୀ କଲେ ଏସପି
Sonapur, Subarnapur (Sonepur) | Jul 15, 2025
ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଗଜବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ହତ୍ୟା ଘଟଣା । ଘଟଣାର ପର୍ଦ୍ଦାଫାଶ ସହ ୪ ଅଭିଯୁକ୍ତକୁ ଗିରଫ କରି...