କଟକ ପୌରାଞ୍ଚଳ: ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ସ୍ନେହାଗନ୍ନି ଛୁରିଆଙ୍କ ନିର୍ଦେଶ କ୍ରମେ ବୁଧବାର ବକ୍ସିବଜାର ଠାରେ ଡିଜିପି ଙ୍କୁ ଦାବିପତ୍ର ପ୍ରଦାନ
ମହିଳା ବିଜୁ ଜନତା ଦଳ ସଭାନେତ୍ରୀଙ୍କ ନିର୍ଦେଶ କ୍ରମେ ଓଡିଶାରେ ସାମ୍ପ୍ରତିକ ମାମଲାରେ ମହିଳାଙ୍କ ପ୍ରତି ହେଉଥିବା ନିର୍ମମ ଆକ୍ରମଣ, ଅତ୍ୟାଚାର, ବ୍ୟଭିଚାର, ଯେପରି ଦୁଷ୍କର୍ମ, ଗଣ ଦୁଷ୍କର୍ମ, ଯୌନ ଉତ୍ପୀଡ଼ନ ଏବଂ ବିଭିନ୍ନ ପ୍ରକାର ହିଂସା ନେଇ ବୁଧବାର ଦିନ ୨ଟାରେ ବକ୍ସିବଜାର ସ୍ଥିତ କାର୍ଯ୍ୟଳୟରେ ଦାବିପତ୍ର ପ୍ରଦାନ କରାଯାଇଛି।