Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ବଡସାହି: ୧୮ନଂ ଜାତୀୟରାଜପଥ ନହଣ୍ଡାଶୋଳଛକରେ ପିକଅପ ଭ୍ୟାନ ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର

Barsahi, Mayurbhanj | Sep 16, 2025
୧୮ନଂ ଜାତୀୟରାଜପଥ ନହଣ୍ଡାଶୋଳଛକରେ ମଙ୍ଗଳବାର ଅପରାହ୍ନ ସାଢେ୫ଟାରେ ଦୁର୍ଘଟଣା ଘଟି ଦୁଇଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି l ସୂଚନା ମୁତାବକ ଚିତ୍ରଡା ଅଞ୍ଚଳର ଚନ୍ଦ୍ରମୋହନ ମହାନ୍ତ ସମ୍ପର୍କୀୟ ଶ୍ୱଶୁର ବେତନଟୀ ଥାନା ଅଧୀନ ଛଚିନାପଦା ଗାଁର ନକୂଳ ଚନ୍ଦ୍ର ମହାନ୍ତଙ୍କ ସହିତ ଯାଉଥିବା ବେଳେ ଏକ ଦ୍ରୁତଗାମୀ ପିକଅପ ଭ୍ୟାନ ସେମାନଙ୍କୁ ଧକ୍କା ଦେଇଥିଲା l ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳକୁ ଦୌଡିଯାଇ ଉଭୟ ଗୁରୁତରଙ୍କୁ ଉଦ୍ଧାରକରିଥିଲେ l

MORE NEWS