କେନ୍ଦ୍ରାପଡା: ଜିଲାରେ ବିଦ୍ୟୁତ ସେବା ବିପର୍ଯ୍ୟସ୍ତ,ଜିଲ୍ଲାଅଫିସରେ ପ୍ରତିକ୍ରିୟା ରଖିଲେ କେନ୍ଦ୍ରାପଡ଼ା ସୂଚନା ଅଧିକାର ଅଭିଯାନ ଆବାହକ ପ୍ରତାପ ମହାନ୍ତି
କେନ୍ଦ୍ରାପଡ଼ା ଜିଲାରେ ବିଦ୍ୟୁତ ସେବା ବିପର୍ଯସ୍ତ ହୋଇପଡିଛି l ଉତ୍ତମ ବିଦ୍ୟୁତ ସେବା ପ୍ରଦାନ କରିବା ପ୍ରତିଶୃତି ଦେଇ ଟିପିସିଓଡିଏଲ କର୍ତ୍ତୃପକ୍ଷ ଉପଭୋକ୍ତାକୁ ଠକୁଛନ୍ତି l ରାଜ୍ୟ ସରକାର ଏ ନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଘଟଣା ଜନ ଅସନ୍ତୋଷ ବୃଦ୍ଧି କରୁଛି l ଏହାକୁ ନେଇ ଜିଲ୍ଲାଅଫିସରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ସୂଚନା ଅଧିକାର ଅଭିଯାନ ଆବାହକ ପ୍ରତାପ ମହାନ୍ତି l