ସୋରଡା: କବିସୂର୍ଯ୍ୟନଗର ବ୍ଲକ୍ ଅନ୍ତର୍ଗତ ଶିବ ଶକ୍ତି ଖେଳ ପଡିଆ ଠାରେ ବ୍ଲକ୍ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି
Surada, Ganjam | Nov 27, 2025 କବିସୂର୍ଯ୍ୟନଗର ବ୍ଲକ୍ ଅନ୍ତର୍ଗତ ଶିବ ଶକ୍ତି ଖେଳ ପଡିଆ ଠାରେ ଗୁରୁବାର ପୂର୍ବାହ୍ନ ୯ ଘଣ୍ଟା ସମୟରେ ବ୍ଲକ୍ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ୨୦୨୫ ର ଶୁଭ ଉଦଘାଟନ ହୋଇଯାଇଛି ।ଏହି ବ୍ଲକ୍ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ ପୂର୍ବରୁ କବିସୂର୍ଯ୍ୟନଗର ସହର ହନୁମାନ ମନ୍ଦିର ଠାରୁ ଏକ ମଶାଲ ଯାତ୍ରା ବାହାରି କବିସୂର୍ଯ୍ୟନଗର ସହର ଶିବ ଶକ୍ତି ଖେଳ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆଘକୁ ବଢ଼ାଇଥିଲେ.